ଝମକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ମା ଧାତୁ) ସମ୍ପାଦନା

୧. ଧମକ — ୧. Threatening.
୨. କ୍ଷମତା —୨. Might.
୩. ଚାକଚିକ୍ୟ; ଝ଼ଟକ —୩. Splendour; glitter.
୪. ଆଭା; ତେଜ —୪. Brightness.
୫. କ୍ରୋଧଜନିତ ଆବେଗ — ୫. Agitation through anger.
୬. ଝମଝମ ଶବ୍ଦ — ୬. Clanking sound; tinkling sound.

ତାଙ୍କର ପାହୁଡ଼ ନୂପୁର ଝମକରେ ପିଟେ କି କାମଦେବ ଟମକ ବୁକୁରେ—କୃଷ୍ଣସିଂହ. ମହାଭାରତ, ଶାନ୍ତି