ଝମକ
ଝମକ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ମା ଧାତୁ)
ସମ୍ପାଦନା- ୧. ଧମକ — ୧. Threatening.
- ୨. କ୍ଷମତା —୨. Might.
- ୩. ଚାକଚିକ୍ୟ; ଝ଼ଟକ —୩. Splendour; glitter.
- ୪. ଆଭା; ତେଜ —୪. Brightness.
- ୫. କ୍ରୋଧଜନିତ ଆବେଗ — ୫. Agitation through anger.
- ୬. ଝମଝମ ଶବ୍ଦ — ୬. Clanking sound; tinkling sound.
ତାଙ୍କର ପାହୁଡ଼ ନୂପୁର ଝମକରେ ପିଟେ କି କାମଦେବ ଟମକ ବୁକୁରେ—କୃଷ୍ଣସିଂହ. ମହାଭାରତ, ଶାନ୍ତି