ଝବା
ଝବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଛୋଟ ମାଠିଆ ବା କଳସୀ — ୧. Small pitcher or jar.
- ୨. କିଆରୀରେ ଧାନ ବା ଅନ୍ୟ ଶସ୍ୟ ଗଛମାନ ଏକ ଏକ ସ୍ଥାନରେ ବହଳ ହୋଇ ଓ ଏକ ଏକ ସ୍ଥାନରେ ପତଳା ହୋଇ ଉଠିଥିବା ଅବସ୍ଥା —୨. The state of paddy or other corn plants growing thickly at one place and thinly at other places in a field.
ଦେଶଜ - ବିଶେଷଣ - ସମ୍ପାଦନା
ଏକ ଅଂଶରେ ବହଳିଆ ଓ ଏକ ଅଂଶରେ ପତଳା ହୋଇ ଧାନ ବା ଅନ୍ୟ ଶସ୍ୟ ଗଛ ଉଠିଥିବା ଅବସ୍ଥାଯୁକ୍ତ (କିଆରୀ) —(corn field) With plants growing up very irregularly.
(ଯଥା—ଏ ବର୍ଷ ମୋ ମୁଗକ୍ଷେତରେ ପୋକ ଲାଗି ଝବା ହୋଇଗଲା)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା
ସ୍ତ୍ରୀଲୋକମାନଙ୍କର ଅଳକା ପରି କପାଳରେ କେଶ ଉପରେ ପିନ୍ଧବା ରୂପାର ଅଳଙ୍କାର- ବିଶେଷ —A silver ornament worn by females on the head over the hair.