ଝପରଝପର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

ସାନ ଟୋପାରେ ଅବିଶ୍ରାନ୍ତ ବର୍ଷିବା — Raining in small continuous drops.

[ଦ୍ରଷ୍ଟବ୍ୟ —ବଡ଼ ଟୋପାରେ ବର୍ଷାକୁ ଟପରଟପର ବା ଟପ ଟପ କହନ୍ତି ]