ଝପଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝମ୍ପ୍; ତୁଳ ଇଂରାଜୀ - ଜମ୍ପ) ସମ୍ପାଦନା

୧. ଦଉଡ଼; ଧାଇଁବା — ୧. Race; running.
୨. କୁଦା ମାରି ଦୌଡ଼ିବା — ୨. Scampering; running on all fours

ବାଜୀ, ଝପଟକୁ ଗଜ ଚହଟକୁ ସ୍ଥାନ ନୋହି ଯନ୍ତିଘର ଭଞ୍ଜ. ବୈଦେହୀଶବିଳାସ