ଝପଟେଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା

(ଝପଟିବାର ଣିଜନ୍ତ ରୂପ; Causative of Jhapaṭiba)—

ଦଉଡ଼େଇବା — To cause to run.

ପରନ୍ତପ ପୁଥୁ ଦେଲେ ଝପଟାଇ ଅଶ୍ୱବର—ରାଧାନାଥ. ମହାଯାତ୍ରା