ଝପଟାଝପଟି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ବହୁଲୋକ ବା ଜନ୍ତୁ ଦଉଡ଼ିବା — ୧. General running of many persons or animals.
୨. ଗୋଡ଼ିଆଗୋଡ଼ି; ପରସ୍ପରକୁ ଗୋଡ଼ାଇବା — ୨. Running after one another.