ଝପଟାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

(ଝପଟିବାର ଣିଜନ୍ତ ରୂପ; Causative of Jhapaṭiba)—

ଦଉଡ଼େଇବା — To cause to run.

ପରନ୍ତପ ପୁଥୁ ଦେଲେ ଝପଟାଇ ଅଶ୍ୱବର—ରାଧାନାଥ. ମହାଯାତ୍ରା