ଝନକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଘୋଡ଼ା ଓ ଗୋରୁମାନଙ୍କର ଏକପ୍ରକାର ରୋଗ — A disease attacking cattle and horses; rheumatism of the legs.

[ଦ୍ରଷ୍ଟବ୍ୟ —ଏ ରୋଗରେ ଗୋରୁ ଓ ଘୋଡ଼ାଙ୍କର ଗୋଡ଼ ଲାଠିଲାଠି ହୋଇଯାଏ]