ଝଣ୍ଡି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ; ଜୟନ୍ତ) ସମ୍ପାଦନା

୧. ପତାକା — ୧. Flag.
୨. ପତାକାଯୁକ୍ତ ଦଣ୍ଡ — ୨. Flagstaff.
୩. ଚେନ୍ ସର୍ଭେ ବା ଲେଭ୍ଲିଙ୍ଗ୍ ଯନ୍ତ୍ର ବା କମ୍ପାସ୍ ସାହାଯ୍ୟରେ ଭୂମି ମାପିବା ସମୟରେ ସମ୍ମୁଖସ୍ଥ ଶଙ୍କୁ ବା ଷ୍ଟେସନ ଉପରେ ଠିଆ ଭାବରେ ଧରାଯିବା ପତାକାଦଣ୍ଡ —୩. A flagstaff held on the next station during surveying with the chain or compass or level.