ଝଣ୍ଡା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଜୟନ୍ତ; ସଂସ୍କୃତ - ଜଣ୍ଡ)

ସମ୍ପାଦନା
୧. ମାଳା; ଧଣ୍ଡା — ୧. Garland.
୨. ପତାକାଯୁକ୍ତ ଦଣ୍ଡ —୨. Flagstaff.

ସୋରବାସିଙ୍କର ଦୂରିତ ବାରକ ମଙ୍ଗଳ ଝଣ୍ଡାରୂପେ ଚମକଇ ଯହିଁ ଉଗ୍ରଚଣ୍ଡା ଖେଳାଇ ଖଣ୍ଡା ରାଧାନାଥ. ଉଷା

୩. ପତାକା —୩. Flag