ଝଣ୍ଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଜୟନ୍ତ; ସଂସ୍କୃତ - ଜଣ୍ଡ) ସମ୍ପାଦନା

୧. ମାଳା; ଧଣ୍ଡା — ୧. Garland.
୨. ପତାକାଯୁକ୍ତ ଦଣ୍ଡ —୨. Flagstaff.

ସୋରବାସିଙ୍କର ଦୂରିତ ବାରକ ମଙ୍ଗଳ ଝଣ୍ଡାରୂପେ ଚମକଇ ଯହିଁ ଉଗ୍ରଚଣ୍ଡା ଖେଳାଇ ଖଣ୍ଡା ରାଧାନାଥ. ଉଷା

୩. ପତାକା —୩. Flag