ଝଣାତ୍ କିନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଝଣାତ୍କରି, ଝଣାତ୍କିନି, ଝଣାତ୍କିରିଅନ୍ୟରୂପ

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଧାତୁଜନିତ ଶବ୍ଦ; କଂସା ବା ବାସନ ଆଦି ଭୂମିରେ ପଡ଼ିବା ଶବ୍ଦ —୧. The clank of metallic things falling or striking a hard substnce.

[ଦ୍ରଷ୍ଟବ୍ୟ —ଦୁଇଟି ଧାତୁ ଖଣ୍ଡ ଥରେ ପଡ଼ିଗଲେ ଯେଉଁ ଶବ୍ଦ ଥରେ ମାତ୍ର ଶୁଣାଯାଏ, ତାକୁ ଝଣାତ୍ କହନ୍ତି]

୨. ଝଟ୍କିନି; ହଠାତ୍ —୨. Suddenly.