ଝଡ଼୍ଝଡ଼୍

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ. (ଧ୍ୱନ୍ୟନୁକରଣ; ସଂସ୍କୃତ - ଝର)

ସମ୍ପାଦନା

କାନ୍ଥରୁ ଶୁଖିଲା ମାଟି ଝଡ଼ି ପଡ଼ିବା ଶବ୍ଦ; ଖଳଖଳ ଧ୍ୱନି, ଗଛରୁ ଶୁଖିଲା ପତ୍ର ଝଡ଼ି ପଡ଼ିବାର ଶବ୍ଦ — Rustling sound of falling leaves or crumbling earth falling down from a wall.