ଝଡ଼େଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ଝାଡ଼ିବାର ଣିଜନ୍ତରୂପ — ୧. Causative of Jhāṟḍ̠ibā

ଝଡ଼ାଇଲା ଭଡ଼ିଣ ପଡ଼ିଥିବା ଧୂଳି କୃଷ୍ଣସିଂହ. ମହାଭାରତ. ବନ

୨. ଝଡ଼ିବାର ଣିଜନ୍ତ ରୂପ — ୨. Causative of Jhaṟḍ̠ibā.

ପୁଷା ପୁରୋଡ଼ାଶ ଭକ୍ଷଣ କରୁଥିଲେ, ମୁଠି ମାଡ଼େ ତାଙ୍କ ଦାନ୍ତକୁ ଝଡ଼ାଇଲେ କୃଷ୍ଣସିଂହ. ମହାଭାରତ. ଦ୍ରୋଣ