ଝଡ଼େଇବା
ଝଡ଼େଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି.
ସମ୍ପାଦନା- ୧. ଝାଡ଼ିବାର ଣିଜନ୍ତରୂପ — ୧. Causative of Jhāṟḍ̠ibā
ଝଡ଼ାଇଲା ଭଡ଼ିଣ ପଡ଼ିଥିବା ଧୂଳି କୃଷ୍ଣସିଂହ. ମହାଭାରତ. ବନ
- ୨. ଝଡ଼ିବାର ଣିଜନ୍ତ ରୂପ — ୨. Causative of Jhaṟḍ̠ibā.
ପୁଷା ପୁରୋଡ଼ାଶ ଭକ୍ଷଣ କରୁଥିଲେ, ମୁଠି ମାଡ଼େ ତାଙ୍କ ଦାନ୍ତକୁ ଝଡ଼ାଇଲେ କୃଷ୍ଣସିଂହ. ମହାଭାରତ. ଦ୍ରୋଣ