ଝଡ଼ି ପଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ସ୍ୱସ୍ଥାନରୁ ଚ୍ୟୁତ ହୋଇ ତଳକୁ ଖସି ପଡ଼ିବା —To fall down; to drop down.

ସେ ଦୁହିଁଙ୍କ ଦେହ ଘର୍ଷଣୁ ଅନଳ ଜାତ ହୋଇ ଝଡ଼ି ପଡ଼ିଲା ମହୀତଳ—କୃଷ୍ଣସିଂହ. ମହାଭାରତ. ବନ