ଝଡ଼ା ମହୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଝଡ଼ା ମୋହର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯେଉଁ ମହୁର ତିଅଣରୁ ମାଛକଣ୍ଟା କଢ଼ା ହୋଇଥାଏ —A stew or hotchpotch (curry) from which the bones of the fish have been carefully removed before it is served to guests.

ଝଡ଼ା ମହୁରେ କଲି ଖଡ଼ା ରନ୍ଧନ କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ୱନ—ଯଦୁମଣି. ରହସ୍ୟବଚନ

[ଦ୍ରଷ୍ଟବ୍ୟ —ମାଛ ଓ ପରିବା ଏକତ୍ର ଘଣ୍ଟା ହୋଇ ମହୁର ତିଆରି ହୁଏ ଓ କେବଳ ମାଛରେ ବଟା ସୋରିଷ ମିଶାଯାଇ ବେଶର ତିଆରି ହୁଏ ଖାଇବା ସମୟରେ ଖାଇବା ବ୍ୟକ୍ତି ଉକ୍ତ ମହୁର ବା ବେଶରରୁ ମାଛ କଣ୍ଟାକୁ କାଢ଼ି ଖାଇବା କଷ୍ଟ ଓ ଅସୁବିଧାଜନକ ହୁଏ, ଏଥିପାଇଁ ଆଗରୁ ବନ୍ଧା ହେବା ମାଛରୁ କଣ୍ଟାଗୁଡ଼ିକ ଝାଡ଼ି ଦେଇଥିଲେ ଖାଇବା ଲୋକ ଉକ୍ତ ଝଡ଼ା ମହୁର ବା ବେଶରକୁ ଆନନ୍ଦସହକାରେ ଖାଏ]