ଝଡ଼ା ବେଶର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଝଡ଼ା ବେଶ୍ୱର—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ସିଝା ମାଛକୁ କଣ୍ଟାଯାକ ବାହାର କରାଯାଇ ତହିଁରେ ବଟା ସୋରିଷ ଦିଆଯାଇ ହୋଇଥିବା ଏକପ୍ରକାର ବ୍ୟଞ୍ଜନ —A curry prepared from fish after the bones are taken out and it is mixed with rye-paste.