ଝଡ଼ା ତଦାରଖି
ଝଡ଼ା ତଦାରଖି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଝଡ଼ା ତଲାସୀ, ଝଡ଼ା ତଦାରଖଅନ୍ୟରୂପ
=== ଦେଶଜ - ବିଶେଷ୍ୟ - (କଚେରିଆ) (ସଂସ୍କୃତ - ଝଟ ଧାତୁ+ଫାରାସୀ - ତଦାରଖ୍)
କୌଣସି ବ୍ୟକ୍ତିର ସର୍ବାଙ୍ଗ ତଲାସୀ କରିବା; କୌଣସି ଲୋକର ଅଙ୍ଗପ୍ରତ୍ୟଙ୍ଗ ଓ ଲୁଗାପଟାକୁ ଝାଡ଼ି ସେ କିଛି କଥା ଲୁଚାଇ ରଖିଥିବା ସମ୍ୱନ୍ଧେ ସନ୍ଦେହ ଦୂର କରିବା ପାଇଁ ପରିଦର୍ଶନ —Through search of the body and clothes of a person