ଝଡ଼ାଝଡ଼୍

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ. (ସଂସ୍କୃତ - ଝଟିତି)

ସମ୍ପାଦନା
୧. ଝଟିତି; ତତ୍କ୍ଷଣାତ୍ — ୧. At once; immediately.
୨. ଲାଗେଲାଗେ — ୨. Continuously.
୩. ଏକର ପରେ ଅନ୍ୟ —୩. One after the other.