ଝଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଟ ଧାତୁ=ଗଦା କରିବା) ସମ୍ପାଦନା

୧. ବାତ୍ୟା; ତୋଫାନ; ଝଞ୍ଜାବାତ — ୧. Highwind; storm; tempest.
୨. ଅବିଶ୍ରାନ୍ତ ବୃଷ୍ଟି ସହ ପ୍ରବଳ ବାତ୍ୟା — ୨. Continuous wind and rain.



ଝଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଟ ଧାତୁ=ଗଦା କରିବା, ଓଳାଇବା; ଝାଟ =ସମ୍ମାର୍ଜନ) ସମ୍ପାଦନା

୧. ଦେହ ଝାଡ଼ିଝୁଡ଼ି ହେବା —୧. Shaking off lethargy from the limbs by whisking.
୨. ଝଡ଼ିବା — ୨. Shedding; falling (e.g. off leaves).
୩. ଲୁଗା ଆଦିରୁ ଧୂଳି ଝାଡ଼ିବା — ୩. To beat or shake off the dust-from clothes etc.
୪. ଝାଡ଼ିବା; ଛାଞ୍ଚୁଣୀଦ୍ୱାରା ପରିଷ୍କାର କରିବା; ସମ୍ମାର୍ଜନ କରିବା — ୪. Sweepinhg; cleansing with broomstick.
୫. ମନୁଷ୍ୟର ଦେହରେ ସଂଚାଳନ — ୫. Shaking of one's limbs.
୬. ମନ୍ତ୍ରାଦିଦ୍ୱାରା ମନୁଷ୍ୟଠାରୁ ଭୂତପ୍ରେତାଦି ବା ରୋଗ ଛଡ଼ାଇବା; ମନ୍ତ୍ରାଦିଦ୍ୱାରା ମାର୍ଜ୍ଜନ — ୬. Exorcism; dispelling of evel spirits or sickness from a person by conjuration.
୭. ଏକ ପ୍ରକାର ପିଠା ବା ମିଷ୍ଟାନ୍ନ — ୭. A kind of cake or aweetmeat.
୮. ଝରା; ପୁଲତୋଡ଼ା —୮. Nosegay; bouquet.

ନିର୍ମଳ କପୋଳେ ରଖିଲେ ଅଳକା ବଳି ମଳିକଢ଼ି ଝଡ଼ା ଗୋ ପ୍ରାଚୀ, ରହସ୍ୟମଞ୍ଜରୀ

୯. ତୀବ୍ର ଗାଳି; ଗାଳିମନ୍ଦ; ସୋଧା; ସୋଧନ — ୯. A shower of rebuke.
୧. ସମାର୍ଜ୍ଜିତ ଅଳିଆ —୧୦. Refuse; sweepings.
୧୧. ପରଷ୍କାରକରଣ; ଆବର୍ଜନାର ଦୂରୀକରଣ — ୧୧. Clearance.
୧୨. ଗଛରୁ ଝଡ଼ିବା ଫଳ ପୁଷ୍ପ ଆଦି — ୧୨. Fruits etc. fallen down from trees.
୧୩. ଝଣ୍ଡା; ପତାକା — ୧୩. Flagstaff (Howells).
୧୪. ନଡ଼ିଆ ଗଛରୁ ବର୍ଷକେ ଥରେ ବାହୁଙ୍ଗା ଝାଡ଼ିବା କର୍ମ — ୧୪. Act of clearing dry branches etc. from cocoanut trees.
୧୫. (କଚିରିଆ ଭାଷା) କୌଣସି ଘର ତଲାସି କରିବାକୁ ଯିବା ସରକାରୀ କର୍ମଚାରୀ ଓ ସାକ୍ଷୀମାନେ ଘର ଭିତରକୁ ପଶିବା ପୂର୍ବରୁ ସେମାନଙ୍କ ଲୁଗାପଟା ଭିତରେ କୌଣସି ଜିନିଷ ଲୁଚାଇ ରଖି ନାହାନ୍ତି, ଏହା ପ୍ରମାଣିତ କରିବା ପାଇଁ ନିଜନିଜର ଲୁଗାପଟାକୁ ଲେଉଟପାଉଟ କରି ଦେଖାଇବା କର୍ମ — ୧୫. Submitting one's self to a careful search before beginning a house-search.
୧୬. ବାଳୁଙ୍ଗା ଧାନ, ଯାହାର ଗଛ ଧାନକ୍ଷେତରେ ଧାନ ଗଛ ସଙ୍ଗେ ଉଠିଥାଏ —୧୬. Paddy of self-grown plants which come out in a paddy field.


ଦେଶଜ - ବିଶେଷଣ - ସମ୍ପାଦନା

ଯାହା ଝଡ଼ି ପଡ଼ିଥାଏ —That which has dropped to the ground.

୧୬. (କଚେରିଆ ଭାଷା)—ସନ୍ଦେହୀ ବ୍ୟକ୍ତି ବା ଜେଲଖାନାକୁ ନିଆ ଯାଉଥିବା ବନ୍ଦୀ ଆପଣା ଲୁଗାପଟା ମଧ୍ୟରେ କିଛି ଜିନିସ ଲୁଚାଇ ରଖି ନାହିଁ, ଏହା ଦେଖିବା ପାଇଁ ସେ ବ୍ୟକ୍ତିର ଲୁଗାପଟା ଝଡ଼ାଝଡ଼ିକରି ଦେଖିବା; ଦେହ ତଲାସୀ —୧୬. Search a convict's cloths and person before he is admitted into jail to see if he has not secreted any thing.
୧୭. ତଳକୁ ଝଡ଼ି ପଡ଼ିଥିବା ପଦାର୍ଥ ବା ଅଂଶ — ୧୭. Dropping; things which have dropped down.

ଦ. ବିଶେଷଣ - ସମ୍ପାଦନା

୧. ସମାର୍ଜିତ — ୧. Well swept.
୨. ଗଛରୁ ଝଡ଼ିଥିବା —୨. Shed or dropped from trees.

(ଯଥା—ଅକାଳ ଝଡ଼ା ଫଳ)

୩. ଯହିଁରୁ ମାଛ କଣ୍ଟା ଆଦି କଢ଼ା ହୋଇଥାଏ — ୩. (curry) From which coarse matters and bones have been taken out.

(ଯଥା, ଝଡ଼ା ମହୁର)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଝରା; ଆଦିମ ଜାତିବିଶେଷ — A race of aborigines.