ଝଟ୍‌ଝଟିଆ

(ଝଟ୍ଝଟିଆରୁ ଲେଉଟି ଆସିଛି)

ଝଟ୍‌ଝଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଝଟ୍ପଟିଆ—ଅନ୍ୟରୂପ)

ଦେଶଜ - ବିଶେଷଣ - ସମ୍ପାଦନା

୧. ତ୍ୱରାଯୁକ୍ତ; ତରବରିଆ — ୧. Hesty; speedy.
୨. ତ୍ୱରିତ —୨. Quick.
୩. ଦୀପ୍ତିମାନ୍ —୩. Shining; bright.

ଦେଶଜ - ବିଶେଷ୍ୟ - ସମ୍ପାଦନା

ବଡ଼ିଭୋର୍ —Early morning.