ଝଟ୍
ଝଟ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଝଟିତି)
ସମ୍ପାଦନା- ୧. ଅତିଶୀଘ୍ର; ତତ୍କ୍ଷଣାତ୍ — ୧. Very soon; quickly; immediately; at once.
- ୨. ସତ୍ୱର —୨. Hastily; speedily.
- ୩. ଅତି ଦ୍ରୁତଗତିରେ — ୩. With speed; with lightning speed.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ବେଗଗତି —୧. Quick-motion.
- ୨. ତ୍ୱରା —୨. Haste.