ଝଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଝଟିତି) ସମ୍ପାଦନା

୧. ଅତିଶୀଘ୍ର; ତତ୍କ୍ଷଣାତ୍ — ୧. Very soon; quickly; immediately; at once.
୨. ସତ୍ୱର —୨. Hastily; speedily.
୩. ଅତି ଦ୍ରୁତଗତିରେ — ୩. With speed; with lightning speed.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବେଗଗତି —୧. Quick-motion.
୨. ତ୍ୱରା —୨. Haste.