ଝଟିତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - କ୍ରି. ବିଶେଷଣ - (ଝଟ ଧାତୁ= ଗଦା ହେବା+କର୍ତ୍ତୃ. ଇତି) ସମ୍ପାଦନା

୧. ଅତି ଶୀଘ୍ର — ୧. Immediately; in no time; sharp.
୨. ଦ୍ରୂତବେଗରେ —୨. Quickly.

ଝଟତି ଆକାଶରେ ତହୁଁ ଘୋଟି ଗଲେ—କୃଷ୍ଣସିଂହ, ମହାଭାରତ. ଆଦି