ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଝଟିତି
ଭାଷା
ଦେଖିବେ
ସମ୍ପାଦନା
ଝଟିତି
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Jhaṭiti
ଆଇ.ପି.ଏ.
— ɟʰˈʌʈitˌi
ସଂସ୍କୃତ - କ୍ରି. ବିଶେଷଣ - (ଝଟ ଧାତୁ= ଗଦା ହେବା+କର୍ତ୍ତୃ. ଇତି)
ସମ୍ପାଦନା
୧. ଅତି ଶୀଘ୍ର — ୧. Immediately; in no time; sharp.
୨. ଦ୍ରୂତବେଗରେ —୨. Quickly.
ଝଟତି ଆକାଶରେ ତହୁଁ ଘୋଟି ଗଲେ—କୃଷ୍ଣସିଂହ, ମହାଭାରତ. ଆଦି