ଝଟିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - (ପଦ୍ୟ) କ୍ରି. ବିଶେଷଣ -(ସଂସ୍କୃତ - ଝଟିତି) ସମ୍ପାଦନା

ଅତିଶୀଘ୍ର — At once; in no time; immediately.

ବିଭୁ ଜଗତରେ ଚାହିଁ ପୁଛିଲେ ଝଟିତ ଭଞ୍ଜ. ବୈଦେହୀଶବିଳାଶ