ଝଟିତ

ଉଚ୍ଚାରଣ

ସମ୍ପାଦନା

ଦେଶଜ - (ପଦ୍ୟ) କ୍ରି. ବିଶେଷଣ -(ସଂସ୍କୃତ - ଝଟିତି)

ସମ୍ପାଦନା

ଅତିଶୀଘ୍ର — At once; in no time; immediately.

ବିଭୁ ଜଗତରେ ଚାହିଁ ପୁଛିଲେ ଝଟିତ ଭଞ୍ଜ. ବୈଦେହୀଶବିଳାଶ