ଦେଶଜ - ବିଶେଷଣ -(ସଂସ୍କୃତ - ଜଟିଳ; ସଂସ୍କୃତ - ଝଟ ଧାତୁ)
ସମ୍ପାଦନା
- ୧. ଅଡ଼ୁଆ— ତଡ଼ୁଆ —୧. Complicated; entagled.
- ୨. ଝାଟିପୂର୍ଣ୍ଣ —୨. Entwined with twigs.
- ୩. ଶାଖାଯୁକ୍ତ ଶୃଙ୍ଗବିଶିଷ୍ଟ — ୩. Having branching horns.
(ଯଥା—ଝଟାଳ ମିରିଗ)
- ୪. ବହୁଶାଖାଯୁକ୍ତ —୪. Having many branches.