ଝଟାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ -(ସଂସ୍କୃତ - ଜଟିଳ; ସଂସ୍କୃତ - ଝଟ ଧାତୁ) ସମ୍ପାଦନା

୧. ଅଡ଼ୁଆ— ତଡ଼ୁଆ —୧. Complicated; entagled.
୨. ଝାଟିପୂର୍ଣ୍ଣ —୨. Entwined with twigs.
୩. ଶାଖାଯୁକ୍ତ ଶୃଙ୍ଗବିଶିଷ୍ଟ — ୩. Having branching horns.

(ଯଥା—ଝଟାଳ ମିରିଗ)

୪. ବହୁଶାଖାଯୁକ୍ତ —୪. Having many branches.