ଝଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବୃକ୍ଷ ଗୁଳ୍ମାଦିର ସଂଗୃହୀତ ସରୁସରୁ ଶାଖାଗୁଚ୍ଛ; ଝାଟୢ —୧. Twigs and small branches of creepers and trees; brush wood; wattle.
୨. ଝୋଟୀ; ମୁରୂଜ ଆଦିରେ ଲେଖିବା ଚିତା — ୨. Drawing on floor or wall with white powder or lime-water.

ପ୍ରାଦେଶିକ - (ଗଞ୍ଜାମ ଓ ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଶିମ୍ୱ —Bean.

ଆରେ ଚହଟା ! ଝଟାଲଟା ତଳେ ନ କର ହଟା ଯଦୁମଣି. ରହସ୍ୟବଚନ

ପ୍ରାଦେଶିକ - (ମେଦିନୀପୁର) ବି—(ତୁଳ. ବଙ୍ଗାଳୀ - ଝାଟା) ସମ୍ପାଦନା

ଝାଡ଼ୁ; ପହଁରା —Broom-stick.

ପ୍ରାଦେଶିକ - (ସିଂହଭୂମି)—ବିଶେଷ୍ୟ - ସମ୍ପାଦନା

ଝାଟିମାଟି କାନ୍ଥରେ ଦିଆ ଯିବା ଝାଟି ବା ଡାଳିଆ —Twigs put as the inner frame in a mud-and-wattle wall