ଝଟମଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଦୀପ୍ତିମନ୍ତ; ଝକମକ; ଜକଜକ — Glittering.

ଅର୍ଜୁନଙ୍କ କିରୀଟ ମଣି ଝଟମଟ ହୋଇ ଚହଟୁ ଅଛି ଯୁଦ୍ଧ ଭୂମି ବାଟ କୃଷ୍ଣସିଂହ. ମହାଭାରତ. କର୍ମ