ଝଟତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ଝଟିତି) ସମ୍ପାଦନା

୧. ହଠାତ୍ — ୧. Suddenly.
୨. ଅତିଶୀଘ୍ର — ୨. Immediately; quickly.

ପୁଣି ଧୃତରାଷ୍ଟ୍ର ପୋଏ ପାଖରେ ଅଛନ୍ତି କର୍ଣ୍ଣ ହାତେ କି ହୋଇ ନ ପାରେ ଝଟତି—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ