ଝଟକେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଝଟିତି) ସମ୍ପାଦନା

୧. ଝଟକାମାରିବା; ଲାଙ୍ଗୁଡ଼ଆଦିଦ୍ୱାରା ଜୋରରେ ହଠାତ୍ ଆଘାତ କରିବା —୧. To flap or whisk (as the tail or wing.)
୨. (ଝଟକିବାର ଣିଜନ୍ତରୂପ)—ଆଭାଯୁକ୍ତ ବା ଚିକ୍ଚିକ୍ କରାଇବା —୨. To burnish; to impart glow to a thing.