ଝଟକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଶୋଭା ପାଇବା; ଚକ୍ଚକ୍ ହେବା; ଜାଜ୍ୱଲ୍ୟମାନ ହେବା — ୧. To shine; to giltter.

ଝଳି ପାଞ୍ଚାଳି ଝଟକେ ନାହିଁ କି—କବିସୂର୍ଯ୍ୟ କିଶୋରୀଚମ୍ପୂ ଝ ଗୀତ

୨. ସାଧାରଣରେ ଭଲରୂପେ ପ୍ରକାଶିତ ହେବା; ଖ୍ୟାତି ହେବା; ପ୍ରସିଦ୍ଧ ହେବା —୨. To be well-known in public.

(ଯଥା—ଦେଶତମାମ୍ ତାଙ୍କ କୀର୍ତ୍ତି ଭାରି ଝଟକୁଛି)