ଝଟକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ପବନ ବା ବାୟୁର ଗୋଟିଏ ହପା ବା ତୋଡ଼ —୧. A puff of wind; a squall.
୨. ଲାଙ୍ଗୁଡ଼ଆଦିଦ୍ୱାରା କ୍ଷିପ୍ର ଆଘାତ — ୨. A sudden blow as of a tail or a whip.
୩. ହପ୍ପାଯୁକ୍ତ ଆଘାତ — ୩. A smart sweep; a whisk; a quib.
୪. ଝିଙ୍କା —୪. Jerk.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ଏକ ଘୋଡ଼ାଯୁକ୍ତ ଦୁଇଚକିଆ ଶଗଡ଼; ଏକ୍କା ଗାଡ଼ି —A gig; one-horse-rickshaw.

[ଦ୍ରଷ୍ଟବ୍ୟ —ଏହିପ୍ରକାର୍ ଗାଡ଼ିକୁ ହିନ୍ଦୀରେ ଇକ୍କା ବା ଏକ୍କା ବୋଲାଯାଏ]