ଝଟକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାକଚିକ୍ୟ) ସମ୍ପାଦନା

ଦୀପ୍ତି; କାନ୍ତି; ତେଜ — Glitter.

ବର୍ଣ୍ଣ ଝଟକ ବିଜୁଳିରେ ନାହିଁ—ଭଞ୍ଜ. ବୈଦେହୀଶବିଳାସ

ଦେଶଜ - ବିଶେଷଣ - ସମ୍ପାଦନା

କ୍ଷଣିକ ଆଭାଯୁକ୍ତ —Glittering.

ବଦନ ମୋ ଚନ୍ଦ୍ର ପରି ତାଟଙ୍କ; ବୃହସ୍ପତି ଶୁକ୍ର ପରି ଝଟକ—ଭଞ୍ଜ, ବୈଦେହୀଶବିଳାସ

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଅତିଶୀଘ୍ର —Quickly.

ଯା କହିଲି ଝଟକେ ନେତ୍ରଗୋଚର ହେବ ଭବନେ ମୋର ହେ କାମଚର—ରାଧାନାଥ. ମେଘଦୂତ