ଝଞ୍ଝାରିବା
ଝଞ୍ଝାରିବା
ଉଚ୍ଚାରଣ
ସମ୍ପାଦନାଦେଶଜ - କ୍ରି. (ଧ୍ୱନ୍ୟନୁକରଣ)
ସମ୍ପାଦନା- ୧. ଦେଖାଇବା ନିମିତ୍ତ ଆସ୍ଫାଳନ ପୂର୍ବକ ଅସ୍ତ୍ରଆଦି ସଂଚାଳନ କରିବା — ୧. To clang a weapon (e.g. a sword) for display, to brandish a weapon.
ଆଣ୍ଠୁରେ ମାରି କଲେ ଝଞ୍ଜାରିଣ ଫରୀ କୃଷ୍ଣସିଂହ. ମହାଭାରତ. ଆଦି
- ୨. ନିଜର ଉତ୍କର୍ଷ ପ୍ରକାଶ କରିବା —୨. To display one's valour or excellence or might.
- ୩. (ସଂସ୍କୃତ - ଜର୍ଜର ଝିଞ୍ଜାରିବା;) (ପୋକମାନେ) ଲୁଗା ଆଦିକୁ ଟିକିଟିକି କରି ଭିଣିବା; କୁଟ୍କୁଟା କରିବା — ୩. To reduce into shreds (as worms eating into fabrics).