ଝଞ୍ଜାପବନ
ଝଞ୍ଜାପବନ
ଉଚ୍ଚାରଣ
ସମ୍ପାଦନାଝଞ୍ଜାବାତ, ଝଞ୍ଜାବାୟୁଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଝଞ୍ଜାଯୁକ୍ତ ପବନ)
ସମ୍ପାଦନା- ୧. ଝଡ଼; ତୋଫାନ — ୧. Tempest; storm; hurricane.
- ୨. ବର୍ଷା ସହିତ ବତାସ — ୨. Tempest accompained with rain.
- ୩. ଖଣ୍ଡିଆଭୂତ; ଘୂର୍ଣ୍ଣିବାୟୁ — ୩. A tornado; typhoon.
- ୪. ଗର୍ଜନଯୁକ୍ତ ପବନ —୪. Roaring wind.
ବହିଲା ଝଞ୍ଜାପବନ କୃଷାନୁବତାଶ ପ୍ରାଚୀ. ରହସ୍ୟମଞ୍ଜରୀ