ଝଞ୍ଜନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

=== ସଂସ୍କୃତ - ବିଶେଷ୍ୟ - (ଝମ+ଝନ୍. ଧ୍ୱନ୍ୟନୁକରଣ ଧ୍ୱନି+ଅ+ସ୍ତ୍ରୀ. ଆ)

୧. ବିଜୁଳି, ବିଦ୍ୟୁତ୍ —୧. Lightning.
୨. ବଜ୍ର —Thunder.
୩. ବଜ୍ରପାତ ଧ୍ୱନି —୩. Sound of thunder.