ଝଞ୍ଜଟ
ଝଞ୍ଜଟ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଝଞ୍ଚଟ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଞ୍ଜା; ଜଞ୍ଜାଳ)
ସମ୍ପାଦନା- ୧. ଗୋଳମାଳ; ଅଡ଼ୁଆ —୧. Disturbance; odo; complication.
- ୨. ଆନ୍ଦୋଳନ —୨. Commotion; agitation.
- ୩. କଷ୍ଟ —୩. Difficulty; trouble.
- ୪. ବିରକ୍ତି, ମାନସିକ ବ୍ୟସ୍ତତା —୪. Perplexity; mental trouble; vexation.
- ୫. ଲେନ୍ଦେରା; ଜଞ୍ଜାଳ — ୫. Complicated state of affairs.
- ୬. କାର୍ଯ୍ୟବ୍ୟସ୍ତତା; କାର୍ଯ୍ୟାତିଶଯ୍ୟ — ୬. Pressure of work.
- ୭. କ୍ଳେଶ —୭. Trouble.
- ୮. ଧନ୍ଦକା; ଦ୍ୱିଧାଭାବଜଡ଼ିତ ଅବସ୍ଥା; ଉଭୟ ସଂକଟ — ୮. Dilemma.
- ୯. କିଂକର୍ତ୍ତବ୍ୟବିମୂଢତା —୯. Perplexity.