ଝଞ୍ଜଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଝଞ୍ଚଟ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଞ୍ଜା; ଜଞ୍ଜାଳ) ସମ୍ପାଦନା

୧. ଗୋଳମାଳ; ଅଡ଼ୁଆ —୧. Disturbance; odo; complication.
୨. ଆନ୍ଦୋଳନ —୨. Commotion; agitation.
୩. କଷ୍ଟ —୩. Difficulty; trouble.
୪. ବିରକ୍ତି, ମାନସିକ ବ୍ୟସ୍ତତା —୪. Perplexity; mental trouble; vexation.
୫. ଲେନ୍ଦେରା; ଜଞ୍ଜାଳ — ୫. Complicated state of affairs.
୬. କାର୍ଯ୍ୟବ୍ୟସ୍ତତା; କାର୍ଯ୍ୟାତିଶଯ୍ୟ — ୬. Pressure of work.
୭. କ୍ଳେଶ —୭. Trouble.
୮. ଧନ୍ଦକା; ଦ୍ୱିଧାଭାବଜଡ଼ିତ ଅବସ୍ଥା; ଉଭୟ ସଂକଟ — ୮. Dilemma.
୯. କିଂକର୍ତ୍ତବ୍ୟବିମୂଢତା —୯. Perplexity.