ଝଜକି ହେବା
ଝଜକି ହେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଦ୍ୱିଧା)
ସମ୍ପାଦନା- ୧. ଭୟରେ କିଂକର୍ତ୍ତବ୍ୟବିମୂଢ଼ ହେବା; ଛାନିଆ ହେବା —୧. To be dumbfounded with fear; to be frightended or alarmed.
- ୨. ଧନ୍ଦି ହେବା; ଧନ୍ଦକି ହେବା —୨. To be perplexed; to be between the horns of a dilemma.
- ୩. (ଆନଦ୍ଧ ବାଦ୍ୟାଦି) ଅନୁଚ୍ଚ ଶବ୍ଦ କରିବା — ୩. To produce a low muffling sound.