ଝଙ୍କିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି. (ଧ୍ୱନ୍ୟନୁକରଣ; ସଂସ୍କୃତ - ଝଙ୍କାର) ସମ୍ପାଦନା

ଝାଇଁ ଝାଇଁ ଶବ୍ଦ କରିବା —To make a jingling sound.

ଝେଁ ଝଙ୍କ ଝଙ୍କ ଝଙ୍କ ଝଞ୍ଜାଳ ଝାଙ୍କେ—ପ୍ରାଚୀ. ରହସ୍ୟମଞ୍ଜରୀ