ଝଙ୍କି
ଝଙ୍କି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୂକ୍ଷ ଧାତୁ=କ୍ଳେଶନ)
ସମ୍ପାଦନାଏକଜିଦ୍; ଜିଗର; ଝୁଙ୍କି —Pertinacity; obstinacy.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନାଏକଗୁୟାଁ; ଏକଜିଦିଆ; ଯେ ବ୍ୟକ୍ତି ଆପଣାର କଥାକୁ ବଜାୟ ରଖିବାକୁ କୌଣସି ଯୁକ୍ତିତର୍କ ମାନେ ନାହିଁ —Headstrong; pertinacious; obstinate.