ଝଙ୍କାଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଝାମ୍ପୂଲା; ଛତା ପରି ବିସ୍ତୃତ — ୧. Spreading umbrella.

ଝଙ୍କାରିଆ—ଛାୟା ତରୁ—ମଞ୍ଜୁ—କୁଞ୍ଜେ ରାଧାନାଥ. ଯଯାତି

୨. ବିସ୍ତୃତାଗ୍ର —୨. Spreading at the top.
୩. ବୁଦାଳିଆ —୩. Bushy.