ଝଙ୍କାରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ଶବ୍ଦାୟିତ କରିବା — ୧. To cause to echo; to cause to resound.

ଆକାଶ ଝଙ୍କାରଇ ଏଣୁ ତା ଗୀତ ରାଧାନାଥ, ମେଘଦୂତ


୨. ଝଣ ଝଣ ଶବ୍ଦ କରିବା —୨. To hum; to buzz; to produce a buzzing sound.