ଝଙ୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଧ୍ୱନ୍ୟନୁକରଣ; ସଂସ୍କୃତ - ଝଙ୍କାର; ଝଣତ୍କାର) ସମ୍ପାଦନା

କଙ୍କଣ ଆଦି ବାଜିବାର ଶବ୍ଦ; ଝମ ଝମ; ଝଣ ଝଣ — The jingling sound of ornaments to which small bells are attached.

କଟି କିଙ୍କିଣୀ, ଘଣ୍ଟି ଠଣ ରଣ, କଙ୍କଣ ଝଙ୍କ ବାଜେ—ପ୍ରାଚୀ. ନଳଚରିତ