ଝଗଡ଼ି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କଳିକଜିଆ ବା ବହୁ ବାଦବିବାଦ କରିବା; ବାଗ୍ଯୁଦ୍ଧ କରିବା — ୧. To wrangle.
୨. ଅକାରଣ ବକି ହେବା; ବକବାଦ କରିବା —୨. To go on talking uselessly; to be garrulous.
୩. ବୃଥା ଧନ୍ଦାଳି ହେବା; ବୃଥାରେ କୌଣସି କାର୍ଯ୍ୟ ବା ସଂସାର ବନ୍ଧନରେ ଆସକ୍ତ ହୋଇ ଘାଣ୍ଟି ହେବା — ୩. To bother one's self unnecessarily; to impose botheration on one's self by being immersed in worldly affairs or in any matter for nothing.

ଝଗଡି ମାତ୍ର ହେଲ ହେ ଶ୍ୟାମ କବିସୂର୍ଯ୍ୟ. କିଶୋରୀଚମ୍ପୂ. ଝ. ଗୀତ