ଝକ ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ବେକୁବୀ କାର୍ଯ୍ୟ କରିବା — ୧. To do a foolish thing; to commit a folly.
୨. ସମୟ ବୃଥା ନଷ୍ଟ କରିବା — ୨. To waste time.
୩. ନିଜର ବେକୁବୀ ବା ତ୍ରୁଟି ସ୍ୱୀକାର କରିବା — ୩. To admit one's folly or fault.

ଝକମାରି ଏ ସକଳ କରିବେ ନର ଭିକାରୀ, ଗୀତଲହରୀ

୪. ନିଜକୃତ ଦୋଷ ବା ଅପରାଧ ନିମନ୍ତେ ଅନୁତାପ କରିବା — ୪. To repent for one's folly or fault.
୫. ନିଜର କାର୍ଯ୍ୟ ବା କଥାକୁ ପ୍ରତ୍ୟାଖ୍ୟାନ କରିବା — ୫. To retract one's acts or words.
୬. ନିଜର କର୍ମ ଯୋଗୁଁ କଷ୍ଟ ବା ଦୁଃଖ ଭୋଗ କରିବା — ୬. To suffer for one's own action; to get into trouble; to get into an awkward predicament.

ଝକମାଇଲି, ନଡ଼ିଆ ଗଛରେ ମୁଣ୍ଡମାଇଲି, ଗୁହୁଜାଉ ପାଣି ପେଟେ ପିଇଲି ଶିଶୁବଚନ