ଝକ୍ଝକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକଧାତୁ=ଦୀପ୍ତି) ସମ୍ପାଦନା

୧. ଦୀପ୍ତି; କାନ୍ତି; ଝଟକ — ୧. Glitter; glare.
୨. (ଧ୍ୱନ୍ୟନୁକରଣ) ଧିକିମାକି; ସର୍ବଦା କଳହ — ୨. Constant loud quarrelling; bickering.
୩. ଦରଦାମ ବିଷୟରେ ଉପର୍ଯ୍ୟୁପରି ଓଜନ ଆପତ୍ତି — ୩. Higgling and haggling.

ଦେଶଜ - ବିଶେଷଣ - ସମ୍ପାଦନା

୧. ଦୀପ୍ତିଶାଳୀ; ଝଟକୁଥିବା; ଜକଜକ — ୧. Sparkling; glittering; shining; glaring.
୨. କଳିହୁଡା; ସର୍ବଦା କଳହ କରୁଥିବା — ୨. Guarrelsome; wrangling.
୩. ବାରମ୍ୱାର କଥା କହୁଥିବା; ବାବାଦୁକ — ୩. Garrulous; talkative.
୪. ଯେ ପଣ୍ୟାଦି ଦ୍ରବ୍ୟର ମୂଲ୍ୟ ଆଦିରେ ବହୁତ ଓଜନ ଆପତ୍ତି କରେ —୪. Higgling and haggling.

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଜକଜକ ହେଇ — In a glittering manner; brightly.

ଦୋଳେ ଝକଝକ ପୃଷ୍ଠେ ଫଳକ ବର୍ତ୍ତୁଳନା - ରାଧାନାଥ. ବେଣୀସଂହାର