ଝକ୍ଝକ୍
ଝକ୍ଝକ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକଧାତୁ=ଦୀପ୍ତି)
ସମ୍ପାଦନା- ୧. ଦୀପ୍ତି; କାନ୍ତି; ଝଟକ — ୧. Glitter; glare.
- ୨. (ଧ୍ୱନ୍ୟନୁକରଣ) ଧିକିମାକି; ସର୍ବଦା କଳହ — ୨. Constant loud quarrelling; bickering.
- ୩. ଦରଦାମ ବିଷୟରେ ଉପର୍ଯ୍ୟୁପରି ଓଜନ ଆପତ୍ତି — ୩. Higgling and haggling.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଦୀପ୍ତିଶାଳୀ; ଝଟକୁଥିବା; ଜକଜକ — ୧. Sparkling; glittering; shining; glaring.
- ୨. କଳିହୁଡା; ସର୍ବଦା କଳହ କରୁଥିବା — ୨. Guarrelsome; wrangling.
- ୩. ବାରମ୍ୱାର କଥା କହୁଥିବା; ବାବାଦୁକ — ୩. Garrulous; talkative.
- ୪. ଯେ ପଣ୍ୟାଦି ଦ୍ରବ୍ୟର ମୂଲ୍ୟ ଆଦିରେ ବହୁତ ଓଜନ ଆପତ୍ତି କରେ —୪. Higgling and haggling.
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନାଜକଜକ ହେଇ — In a glittering manner; brightly.
ଦୋଳେ ଝକଝକ ପୃଷ୍ଠେ ଫଳକ ବର୍ତ୍ତୁଳନା - ରାଧାନାଥ. ବେଣୀସଂହାର