ଝକ୍କି
ଝକ୍କି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୁକ୍ଷ ଧାତୁ=କ୍ଳେଶନ, ସନ୍ଦୀପନ)
ସମ୍ପାଦନା- ୧. ଝୁଙ୍କି; ଗୁରୁ ଦାୟିତ୍ୱ — ୧. Grave responsibility.
- ୨. କଷ୍ଟ; ଦୁଃଖ; କ୍ଳେଶ — ୨. Botheration; trouble.
- ୩. ଝୁଙ୍କ; ଜିଗର; ଜିଦି — ୩. Pertinacity; waywardness.
- ୪. ଖିୟାଲ —୪. Whim; caprice.
ବିଶେଷଣ -
ସମ୍ପାଦନା- ୧. ଜିଗରବାଜ୍; ଏକଜିଦିଆ — ୧. Wayward; pertinacious.
- ୫. ଅବ୍ୟବସ୍ଥିତଚିତ୍ତ — ୫. Whimsical; capricious.