ଝକମାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଭୁଲ; ଦୋଷ; ନିଜକୃତ ଅପରାଧ — ୧. Mistake; fault; shortcoming.
୨. ଅବିବେଚନାର କାର୍ଯ୍ୟ — ୨. A thoughtless act; levity of conduct.
୩. ନିର୍ବୋଧତା; ବେକୁବୀ —୩. Foolishness; folly.
୪. ଅନୁତାପ —୪. Regret; repentance.
୫. ନାଚାରୀ; ଉପାୟାନ୍ତର ନ ଥିବା ଅବସ୍ଥା — ୫. Utter helplessness.
୬. ନିଜକୃତ ଦୋଷ ବା ତ୍ରୁଟିର ସ୍ୱୀକାର — ୬. Admission of one's fault or mistake.

ଦେଶଜ - ବିଶେଷଣ - ସମ୍ପାଦନା

ତ୍ରୁଟିଯୁକ୍ତ; ଅବିବେଚକ; ବିଚାରଶୂନ୍ୟ (କର୍ମ) — Faulty; foolish (act); thoughtless; nonsensical.