ଝକମାରି
ଝକମାରି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଭୁଲ; ଦୋଷ; ନିଜକୃତ ଅପରାଧ — ୧. Mistake; fault; shortcoming.
- ୨. ଅବିବେଚନାର କାର୍ଯ୍ୟ — ୨. A thoughtless act; levity of conduct.
- ୩. ନିର୍ବୋଧତା; ବେକୁବୀ —୩. Foolishness; folly.
- ୪. ଅନୁତାପ —୪. Regret; repentance.
- ୫. ନାଚାରୀ; ଉପାୟାନ୍ତର ନ ଥିବା ଅବସ୍ଥା — ୫. Utter helplessness.
- ୬. ନିଜକୃତ ଦୋଷ ବା ତ୍ରୁଟିର ସ୍ୱୀକାର — ୬. Admission of one's fault or mistake.
ଦେଶଜ - ବିଶେଷଣ -
ସମ୍ପାଦନାତ୍ରୁଟିଯୁକ୍ତ; ଅବିବେଚକ; ବିଚାରଶୂନ୍ୟ (କର୍ମ) — Faulty; foolish (act); thoughtless; nonsensical.