ଝକମକି ମୁଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯେଉଁ ମୁଣିରେ ଝକମକି ପଥର ଓ ତହିଁରୁ ନିଆଁ ଝାଡ଼ିବାପାଇଁ ଖଣ୍ଡିଏ ଲୁହା ବା ଦାଢୁଆ ପଥର ଓ ଝଡ଼ିବା ନିଆଁକୁ ଧରିବା ପାଇଁ ଶୋହ୍ଲ ଥାଏ —A small bag containing flints, steel and tinder; tinder-bag.

[ଦ୍ରଷ୍ଟବ୍ୟ —ପୂର୍ବେ ପିକାଖିଆ ଲୋକେ ସବୁବେଳେ ଝକମକି ମୁଣି ସାଙ୍ଗରେ ରଖୁଥିଲେ]