ଝକମକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚକ ଧାତୁ=ଦୀପ୍ତି+ମନ୍ ଚ ଧାତୁ=ଦୀପ୍ତି) ସମ୍ପାଦନା

୧. ଅଗ୍ନିସ୍ଫୁଲିଙ୍ଗ ଉତ୍ପାଦକ ପ୍ରସ୍ତର ଖଣ୍ଡ; ଚକମକି— (ଯହିଁରେ ଲୁହା ବା ଦାଢୁଆ ପଥର ଆଘାତ କଲେ ନିଆଁ ଝଡ଼େ) — ୧. Flint-stone; fire-stone.

[ଦ୍ରଷ୍ଟବ୍ୟ —ଦିଆସିଲିର ଏ ଦେଶରେ ପ୍ରଚଳନ ନ ଥିବା ସମୟରେ ଲୋକେ ଝକମକି ସାହାଯ୍ୟରେ ଅଗ୍ନିସ୍ଫୁଲିଙ୍ଗ ଝାଡି, ତାକୁ ଶୋଲ ଉପରେ ପକାଇ ନିଆଁକୁ ଧରୁଥିଲେ]

୨. ଝକମକି ପଥର ଓ ତହିଁରୁ ନିଆଁ ବାହାର କରିବା ପାଇଁ ବ୍ୟବହୃତ ଅନ୍ୟ ପଥର ବା ଲୁହା — ୨. Flint and steel.

ଅନୁବାଦ ସମ୍ପାଦନା

୩. ଚକମକି ବନ୍ଧୁକ; ଯେଉଁ ବନ୍ଧୁକ ମଧ୍ୟସ୍ଥ ବାରୁଦରେ ନିଆଁ ଲଗାଇବା ପାଇଁ ଶଳିତା ଦରକାର ହୁଏ ନାହିଁ, ଘୋଡାକୁ ଟିପିଲେ ନିଆଁ ବାହାରି ବାରୁଦରେ ଲାଗେ — ୩. Flint-lock; a gun or pistol having a flint fixed on the hammer which, on striking the steel, igniting the priming.


୪. ଦୀପ୍ତି —୪. Glare; glitter; lustre.