ଝକଝକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ଚକଧାତୁ) ସମ୍ପାଦନା

ଝଟକିବା; ଜକଜକ ଦିଶିବା — To glitter; to shine.

ଝକଝକେ ଅସ୍ତ୍ର ପ୍ତଦୋଷ କିରଣେ ରାଧାନାଥ. ନନ୍ଦିକେଶ୍ୱରୀ