ଝକ
କାନ୍ତି; ଦୀପ୍ତି; ଚମକ; ଝଟକ — Glitter; glore.
ହେବାରୁ ବ୍ୟାପିଲା ଝକ ପ୍ରଭାବରେ ଲୁଟିବା ଭାଳିଲା ମନ ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ